Meaning : ଯାହାର କୌଣସି ସନ୍ତାନ ନାହିଁ
Example :
ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ
Synonyms : ଅନପତ୍ୟ, ନିଃସନ୍ତାନ, ସନ୍ତାନ ରହିତ
Translation in other languages :
Meaning : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)
Example :
ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ
Synonyms : ଆଣ୍ଠୁକୁଡ଼ା
Translation in other languages :