Subscribe
URL of the page has been copied to clipboard.
Meaning : ଯେଉଁ ସ୍ତ୍ରୀର ସ୍ୱାମୀ ଜୀବିତ ଅଛନ୍ତି
Example : ସାବିତ୍ରୀ ଅମାବସ୍ୟାଦିନ ସଧବା ନାରୀମାନେ ବ୍ରତ କରନ୍ତି
Synonyms : ଅହିଅ
Translation in other languages :हिन्दी English
वह स्त्री जिसका पति जीवित हो।
A married woman. A man's partner in marriage.
Meaning : ଯାହାଙ୍କର ସ୍ୱାମୀ ଜୀବିତ ଅଛନ୍ତି
Example : କରବା ଚୌଥ ସଧବା ସ୍ତ୍ରୀମାନଙ୍କର ଉତ୍ସବ
Synonyms : ଅହ୍ୟ
Translation in other languages :हिन्दी
जिसका पति जीवित हो।
Install App