Meaning : ଯେ ଶୀଘ୍ର ଶୀଘ୍ର ବା ବାରଂବାର ଆସେ
Example :
ପ୍ରାୟ ଆସୁଥିବା ଅଭିଯୋଗରେ ମୁଁ ହଇରାଣ ହୋଇଗଲାଣି ମୋର ବାରଂବାର ଆସୁଥିବା ସାଙ୍ଗମାନଙ୍କ ମଧ୍ୟରୁ ରାମମୋହନ ଅନ୍ୟତମ
Synonyms : ନିତି ଆସୁଥିବା, ପ୍ରାୟ ଆସୁଥିବା, ବାରଂବାର ଆସୁଥିବା, ସଦାବେଳେ ଆସୁଥିବା
Translation in other languages :
* जो जल्दी-जल्दी या बार-बार आता हो।
प्रायः आनेवाली शिकायतों से मैं परेशान हो गया हूँ।