Subscribe
URL of the page has been copied to clipboard.
Meaning : ସଦାସର୍ବଦା ସତ୍ୟରେ ଅଟଳ ରହିବା ଲୋକ
Example : ହରିଶ୍ଚନ୍ଦ୍ର ଜଣେ ସତ୍ୟନିଷ୍ଠ ରାଜା ଥିଲେ, ସେ ଆଜୀବନ ସତ୍ୟରେ ଅଟଳ ଥିଲେ
Synonyms : ସତ୍ୟନିଷ୍ଠ, ସତ୍ୟବ୍ରତ
Translation in other languages :हिन्दी
सदा सत्य पर अटल रहनेवाला।
Meaning : ଯେ ସତ କହେ
Example : ଯୁଧିଷ୍ଠିର ଜଣେ ସତ୍ୟବାଦୀ ବ୍ୟକ୍ତି ଥିଲେ
Synonyms : ସତ୍ୟବାଦୀ
जो सत्य बोलता हो।
Install App