Meaning : ଜଗତର ମୂଳ କାରଣ
Example :
ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି
Synonyms : ତତ୍ତ୍ୱ, ଭୂତ, ମୂଳ ଦ୍ରବ୍ୟ
Translation in other languages :
Meaning : ଯେଉଁ ଅଧିକାର ବଳରେ କୌଣସି ବସ୍ତୁ ନିଜ ପାଖରେ ରଖାଯାଇପାରେ ଅଥବା କାହାରିଠାରୁ ନିଆଯାଇପାରେ ବା ମଗାଯାଇପାରେ
Example :
ସୀତାର ମଧ୍ୟ ଏହି ସମ୍ପତ୍ତିଉପରେ ଅଧିକାର ଅଛି
Translation in other languages :