Meaning : ସାବଧାନ ବା ହୁସିଆର କରିବା
Example :
ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
Synonyms : ଚେତେଇବା, ସାବଧାନ କରିବା
Translation in other languages :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.Meaning : ଚେତା ଫେରେଇ ଆଣିବା
Example :
ହୃଦୟ ଗତି ବନ୍ଦ ହେବାରୁ ବେହୋସ ହୋଇଥିବା ଲୋକର ଛାତି ଉପରେ ସେ ଚାପ ପକେଇ ତାକୁ ଜଗେଇଲେ
Synonyms : ଜଗେଇବା
Translation in other languages :