Meaning : କୌଣସି ବିଭାଗ, ସଂଗଠନ ଆଦିର ଅଧିକାରୀ ଯାହାଙ୍କ ପରାମର୍ଶରେ ସବୁ କାର୍ଯ୍ୟ ହୁଏ
Example :
ତାଙ୍କ ବାପା ମନ୍ତ୍ରଣାଳୟରେ ସଚିବ ଅଛନ୍ତି
Translation in other languages :
A person who is head of an administrative department of government.
secretaryMeaning : ଯେଉଁ ସହାୟକ ମାଲିକ କିମ୍ବା କୌଣସି ସଂସ୍ଥାପାଇଁ ପତ୍ରବ୍ୟବହାର ଓ ଲେଖାଲେଖି କାମ କରେ
Example :
ମୋହନକୁ ଏହି ସରକାରୀ ସମିତିର ସଚିବ କରାଯାଇଛି
Synonyms : ସେକ୍ରେଟେରୀ
Translation in other languages :
An assistant who handles correspondence and clerical work for a boss or an organization.
secretarial assistant, secretary