Meaning : ବାଜା ବଜାଇକରି ଗାଇବା କାମରେ ବାଜା ବଜାଇକରି ବା ଗାଇକରି ସହାୟତା ଦେବାର କ୍ରିୟା
Example :
ବଇଁଶି ବାଦକ ପଣ୍ଡିତ ଚୌରାସିୟାଙ୍କ ସଙ୍ଗତ ପାଇଁ ତବଲାରେ ଉପସ୍ଥିତ ଉସ୍ତାଦ ଜାକିର ହୁସୈନ
Translation in other languages :
Meaning : ଏକା ସାଙ୍ଗରେ ରହିବା ପ୍ରକ୍ରିୟା
Example :
ଖରାପ ଲୋକଙ୍କ ସଂଗତି ଯୋଗୁଁ ରାମ ଖରାପ ହୋଇଗଲା
Translation in other languages :
The state of being with someone.
He missed their company.Meaning : କୌଣସି କଥା ପ୍ରସଙ୍ଗରେ ପୂର୍ବାପର ବା ତାଳମେଳ ଆଲୋଚନା ଅଥବା ଅନ୍ୟ କୌଣସି ପ୍ରକାରରେ ଠିକ୍ ବା ମେଳ ରଖିବାବାଲା
Example :
ମନ୍ତ୍ରୀଙ୍କ ସଙ୍ଗତ ଉତ୍ତରରେ ସାମ୍ବାଦିକମାନେ ଚୁପ୍ ହୋଇଗଲେ
Synonyms : ଉଚିତ, ଉପଯୁକ୍ତ, ଠିକ୍, ଯଥାର୍ଥ, ଯଥୋଚିତ, ୱାଜିବ
Translation in other languages :
Suitable for a particular person or place or condition etc.
A book not appropriate for children.