Meaning : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
Example :
ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
Synonyms : ଆଗପଛ ଭାବିବା, ଦ୍ୱିଧା
Translation in other languages :