Meaning : କୌଣସି ବସ୍ତୁଆଦିର ସଂଗ୍ରହ
Example :
ତାଙ୍କ ପାଖରେ ସେହି ପୁସ୍ତକଗୁଡ଼ିକର ସଙ୍କଳନ ଅଛି
Synonyms : ସଂଗ୍ରହ
Translation in other languages :
Several things grouped together or considered as a whole.
accumulation, aggregation, assemblage, collectionMeaning : ଯେଉଁ ପୁସ୍ତକରେ ସାହିତ୍ୟଆଦିର ଗୋଟିଏ ଶ୍ରେଣୀ ସମ୍ବନ୍ଧିତ ଅନେକ ବିଷୟ ଏକତ୍ରିତ କରାଯାଇଥାଏ
Example :
କଳ୍ପଲତା ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ନିବନ୍ଧ ସଙ୍କଳନ
Synonyms : ସଂଗ୍ରହ
Translation in other languages :