Meaning : ଭଲ ଭାବରେ ବା କୁଶଳର ସହିତ
Example :
ସେ ଯାତ୍ରାକରି କୁଶଳପୂର୍ବକ ଫେରି ଆସିଲେ
Synonyms : କୁଶଳପୂର୍ବକ, ଠିକ୍ ଠାକରେ, ଠିକ୍ ଭାବରେ, ସୁରକ୍ଷିତରେ
Translation in other languages :
अच्छी तरह से या कुशलता के साथ।
वे यात्रा से सकुशल लौट आए।