Meaning : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
Example :
ସେ ଜଣେ ଲୋକ ସଙ୍ଗେ ମିଶୁଛି ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
Synonyms : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଙ୍ଗୀହେବା, ସାକ୍ଷାତ କରିବା
Translation in other languages :