Meaning : ଯୋଡ଼ି ହୋଇ ବା ଲାଗିକରି
Example :
ସମାସରେ ସଂଯୁକ୍ତ ଶବ୍ଦ ଥାଏ
Synonyms : ଅବିଭକ୍ତ, ମିଶ୍ରିତ, ଯୋଗ, ସଂଯୁକ୍ତ, ସମ୍ମିଶ୍ରିତ
Translation in other languages :
Being joined in close association.
Affiliated clubs.Meaning : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
Example :
ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
Synonyms : ଏକତ୍ରିତ, ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସମିଶ୍ରିତ, ସମ୍ମିଳିତ
Translation in other languages :
Made or joined or united into one.
combined