Meaning : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
Example :
କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
Synonyms : ଆକୃତି, ପ୍ରତିରୂପ, ପ୍ରାରୂପ, ରୂପ
Translation in other languages :
Any spatial attributes (especially as defined by outline).
He could barely make out their shapes.