Meaning : ସଭା-ସମିତିଆଦିର ଜଣେ ସଦସ୍ୟ ଯେ ତାହାର ବୈଠକ ଡାକିଥାନ୍ତି
Example :
କିଛି ଜରୁରୀ କାରଣ ବଶତଃ ସଂଯୋଜକ ଆଜିର ସଭା ଡାକିଛନ୍ତି
Synonyms : ସଂଯୋଜକ କର୍ତ୍ତା, ସଂଯୋଜନ କର୍ତ୍ତା
Translation in other languages :
सभा-समिति आदि का वह सदस्य जो उसकी बैठकें बुलाता है।
कुछ ज़रूरी कारणवश संयोजक ने आज की सभा बुलाई।The member of a group whose duty it is to convene meetings.
convenerMeaning : ଯେ ଯୋଡ଼େ ବା ମିଶାଇଥାଏ
Example :
ଏହି ଦୁଇଟି ସହର ମଧ୍ୟରେ ଏହି ପୋଲ ଏକ ସଂଯୋଜକ
Translation in other languages :
An instrumentality that connects.
He soldered the connection.Meaning : ବ୍ୟାକରଣରେ ଏହି ଶବ୍ଦ ଯାହା ଦୁଇଟି ଶବ୍ଦ ବା ବାକ୍ୟକୁ ଯୋଡ଼ିବାପାଇଁ ବ୍ୟବହାର କରାଯାଇଥାଏ
Example :
ତଥା ଏବଂ ଆଦି ସଂଯୋଜକ ପଦ
Synonyms : ସଂଯୋଜକ ଶବ୍ଦ
Translation in other languages :
व्याकरण में वह शब्द जो दो शब्दों अथवा वाक्यों के बीच में उन्हें जोड़ने के लिए आता है।
तथा, और आदि संयोजक हैं।An uninflected function word that serves to conjoin words or phrases or clauses or sentences.
conjunction, conjunctive, connective, continuative