Subscribe
URL of the page has been copied to clipboard.
Meaning : ପୂରାପୂରି
Example : ମହେଶର ଏହି କାର୍ଯ୍ୟାଳୟ ଉପରେ ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି ସେ ମୋ କାମରେ ପୂରାପୂରି ଖୁସି
Synonyms : ପୂରାପୂରି
Translation in other languages :हिन्दी English
पूरी तरह से।
Referring to a quantity.
Meaning : ଯାହା କମ୍ ନୁହେଁ
Example : ସେ ତାର ସାଙ୍ଗକୁ ମନେଇବା ପାଇଁ ସଂପୂର୍ଣ୍ଣ ପ୍ରଯତ୍ନ କଲା
Synonyms : ପୂରା, ଭରପୂର
Translation in other languages :हिन्दी
जिसमें कमी न हो।
Meaning : ଯେତେ ଅଛି ସେ ସବୁ
Example : ଏହି ଗାଁର ସର୍ବମୋଟ ଆବାଦୀ କେତେହେବ?ଦେଶର ସମସ୍ତେ ସ୍ୱର ଉଠାଇଲେ
Synonyms : ପୂରା, ସବୁ, ସମସ୍ତ, ସର୍ବମୋଟ
जितना है वह सब।
Meaning : ଆରମ୍ଭରୁ ଶେଷ ପର୍ଯ୍ୟନ୍ତ
Example : ସେ ଏହି ଘଟଣାର ପୂରା ବିବରଣୀ ପୋଲିସକୁ ଦେଲା
Synonyms : ଅବିକଳ, ପୂରା, ସମଗ୍ର
शुरू से अंत तक।
Install App