Meaning : ଯାହା ଲୋକ ଅବା ସମୂହ ପାଖକୁ ପଠାଯାଇଥାଏ
Example :
ସଂଚାର ଦ୍ୱାରା ଗୋଟିଏ ସ୍ଥାନର ସଂସ୍କୃତି ଏବଂ ସଭ୍ୟତା ଅନ୍ୟ ଜାଗାରେ ପହଁଚେ
Synonyms : ସଂପ୍ରେଷଣ, ସଞ୍ଚାର, ସମ୍ପ୍ରେଷଣ
Translation in other languages :
Something that is communicated by or to or between people or groups.
communication