Meaning : କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟପାଇଁ ନିର୍ମିତ କମ୍ପାନୀ ସମୂହ
Example :
ସମବାୟ ସଂଘର ବୈଠକରେ କମ୍ପାନୀଗୁଡ଼ିକ ସମସ୍ତ ସଦସ୍ୟ ଭାଗ ନେଲେ
Synonyms : ସମବାୟ ସଂଘ
Translation in other languages :
Meaning : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ସମାଜ
Example :
ନିର୍ବାଣ ପ୍ରାପ୍ତିପାଇଁ ଲୋକେ ସଂଘର ଶରଣ ଯାଆନ୍ତି
Translation in other languages :
प्राचीन बौद्ध भिक्षुओं आदि का धार्मिक समाज।
निर्वाण प्राप्ति के लिए लोग संघ की शरण में जाते हैं।Meaning : ଏଭଳି ରାଜ୍ୟର ସମୂହ ଯାହା ନିଜନିଜ କ୍ଷେତ୍ରରେ ସ୍ୱତନ୍ତ୍ର କିନ୍ତୁ କେତେକ ବିଶେଷ କାମପାଇଁ କୌଣସି କେନ୍ଦ୍ରୀୟ ଶାସନର ଅଧୀନରେ ଥାଏ
Example :
ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସଂଘର ଶାସନ ଚଳେ
Synonyms : ୟୁନିୟନ
Translation in other languages :
A political unit formed from previously independent people or organizations.
The Soviet Union.Meaning : ପ୍ରାଚୀନ ବୌଦ୍ଧ ଭିକ୍ଷୁମାନଙ୍କ ଧାର୍ମିକ ନିବାସ ସ୍ଥାନ
Example :
ଇଗତପୁରୀରେ ଏକ ପ୍ରସିଦ୍ଧ ସଂଘ ଅଛି
Translation in other languages :
Meaning : କୌଣସି ଧର୍ମର ଯେଉଁ ଲୋକମାନେ ଏକାଠି ରହନ୍ତି
Example :
ଅଧିକଂଶ ଧାର୍ମିକ ସଂଘ ଧର୍ମ ପ୍ରଚାରରେ ଲାଗିଥାନ୍ତି
Synonyms : ଧାର୍ମିକ ସଂଘ
Translation in other languages :
किसी धर्म के लोग जो एक साथ रहते हैँ।
अधिकतर धार्मिक संघ धर्म प्रचार में लगे रहते हैं।The members of a religious community living together.
house