Meaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
Example :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
Synonyms : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମିଥୁନ, ମୈଥୁନ, ରତି, ରତିକ୍ରିୟା, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
Translation in other languages :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.Meaning : ଯେଉଁଠି ଦୁଇ ବା ଦୁଇରୁ ଅଧିକ ନଦୀର ମିଳନ ହୋଇଛି
Example :
ପ୍ରୟାଗଠାରେ ଗଂଗା, ଯମୁନା, ଓ ସରସ୍ୱତୀର ସଂଗମ ହୋଇଛି
Synonyms : ତ୍ରିବେଣୀ ସଂଗମ, ମହାସଙ୍ଗମ
Translation in other languages :
A place where things merge or flow together (especially rivers).
Pittsburgh is located at the confluence of the Allegheny and Monongahela rivers.