Meaning : କୌଣସି କାମ ଆରମ୍ଭ କରିବା ବା ନ କରିବା, ହେଉଅଛି ବା ହେଉନାହିଁ, କିମ୍ବା କୌଣସି ଅବସ୍ଥାରେ ପହଞ୍ଚିଚି ଏହାର ସୂଚକ
Example :
ମଟର ଗାଡ଼ି ଚଲେଇବା ସମୟରେ ସିଗ୍ନାଲ ଉପରେ ଧ୍ୟାନ ଦେବା ଦରକାର
Synonyms : ସିଗ୍ନାଲ
Translation in other languages :
Meaning : ମନର ଭାବକୁ ପ୍ରକାଶ କରିବାରେ ଚେଷ୍ଟା
Example :
ବଧିର ସହିତ ସମସ୍ତେ ଠାରରେ କଥାବାର୍ତ୍ତା କରିବାକୁ ପଡ଼େ
Synonyms : ଅଙ୍ଗଭଙ୍ଗୀ, ଇଙ୍ଗିତ, ଠାର
Translation in other languages :
A deliberate and vigorous gesture or motion.
gesticulationMeaning : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
Example :
ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
Translation in other languages :
Special design or visual object representing a quality, type, group, etc..
emblem