Meaning : ଯେଉଁ ସମ୍ପାଦକୀୟ ତଥ୍ୟଦ୍ୱାରା ବର୍ତନୀ ଓ ବିରାମଚିହ୍ନ ଏବଂ ବଡ଼ ଅକ୍ଷରଗୁଡ଼ିକ ପ୍ରୟୋଗ ତଥା ମୁଦ୍ରଣ ସମ୍ବନ୍ଧୀୟ ପ୍ରଦର୍ଶନପାଇଁ ବ୍ୟବହାର କରାଯାଏ
Example :
ଶୈଳୀକୁ ଆଧାରକରି ବର୍ତନୀର ପ୍ରୟୋଗ ହେବା ଉଚିତ
Synonyms : ଶୈଳୀ
Translation in other languages :
Editorial directions to be followed in spelling and punctuation and capitalization and typographical display.
styleMeaning : ଦିଆଯାଇଥିବା ବା ଏକ ବିଶେଷ ସମୟର ପ୍ରକାର
Example :
୧୯୨୦ର ଏକ ନିଜସ୍ୱ ଶୈଳୀ ଥିଲା
Synonyms : ଶୈଳୀ
Translation in other languages :