Meaning : ଏଭଳି ପରମ୍ପରା ଯେଉଁଥିରେ ଏକ ପ୍ରକାର ବସ୍ତୁ,ବ୍ୟକ୍ତି ବା ଜୀବ ଜଣେ ଅନ୍ୟ ଜଣଙ୍କ ପଛରେ ସିଧାରେ ରହେ
Example :
ସଉଦା ଦୋକାନରେ ଲୋକେ ଧାଡ଼ିରେ ଛିଡ଼ାହୋଇଥାନ୍ତି ଲୋକେ ଧାଡ଼ିରେ ବସି ଖାଉଛନ୍ତି
Translation in other languages :
ऐसी परम्परा जिसमें एक ही प्रकार की वस्तुएँ, व्यक्ति या जीव एक दूसरे के बाद एक सीध में हों।
राशन की दुकान पर लोगों की पंक्ति लगी हुई थी।Meaning : ଏକ ଶ୍ରେଣୀରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ
Example :
ଜଣେ ଛାତ୍ର ଯୋଗୁଁ ପୂରା ଶ୍ରେଣୀକୁ ଦଣ୍ଡ ମିଳିଲା
Synonyms : କ୍ଲାସ୍
Translation in other languages :
Meaning : ପାଠଶାଳାର ଯେଉଁ କୋଠରୀରେ ଗୋଟିଏ ଶ୍ରେଣୀର ସବୁ ପିଲା ବସି ପାଠପଢ଼ନ୍ତି
Example :
ଆମ ବିଦ୍ୟାଳୟରେ ଦୁଇଟି ନୂଆ ଶ୍ରେଣୀଗୃହ ତିଆରି ଚାଲିଛି
Translation in other languages :
पाठशाला का वह कमरा जहाँ एक ही वर्ग के सभी बच्चे बैठकर पढ़ते हैं।
हमारे विद्यालय में दो नयी कक्षाएँ बन रही हैं।Meaning : ଯେଉଁମାନେ ଏକା ସହିତ ସ୍ନାତକ କରିଛନ୍ତି ବା କରୁଛନ୍ତି ସେହି ବିଦ୍ୟାର୍ଥୀମାନଙ୍କର ବର୍ଗ
Example :
ଶ୍ୟାମା ବିଶ୍ୱବିଦ୍ୟାଳୟରେ ମୋ ଶ୍ରେଣୀରେ ଥିଲା
Translation in other languages :
Meaning : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
Example :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
Translation in other languages :
A general concept that marks divisions or coordinations in a conceptual scheme.
categoryMeaning : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
Example :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
Synonyms : ବର୍ଗ
Translation in other languages :
Meaning : ପାଠପଢ଼ା କ୍ରମରେ ଉଚ୍ଚ ଓ ନୀଚ୍ଚ ସ୍ଥାନ
Example :
ତୁମେ କେଉଁ ଶ୍ରେଣୀରେ ପଢ଼ୁଛ?
Translation in other languages :