Meaning : ଶୁଣିବା କ୍ରିୟା ବା କାମ
Example :
କାନ ରହିଛି ଭଲ କଥା ଶ୍ରବଣ ପାଇଁ
Translation in other languages :
Meaning : ସଙ୍ଗୀତର କୌଣସି ସପ୍ତକର ବାଇଶି ଭାଗରୁ ଗୋଟିଏ
Example :
ଶ୍ରୁତି ବିନା ସଙ୍ଗୀତ ଅଧା ହୋଇଥାଏ
Translation in other languages :
Meaning : ଭାରତୀୟ ଆର୍ଯ୍ୟଙ୍କର ସର୍ବପ୍ରଧାନ ଏବଂ ସର୍ବମାନ୍ୟ ଧର୍ମଗ୍ରନ୍ଥ
Example :
ବେଦର ସଂଖ୍ୟା ଚାରି
Translation in other languages :
(from the Sanskrit word for `knowledge') any of the most ancient sacred writings of Hinduism written in early Sanskrit. Traditionally believed to comprise the Samhitas, the Brahmanas, the Aranyakas, and the Upanishads.
veda, vedic literatureMeaning : ଅତ୍ରିଋଷିଙ୍କ ଜଣେ କନ୍ୟା
Example :
ଶ୍ରୁତିଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
An imaginary being of myth or fable.
mythical being