Meaning : ଆଶ୍ୱିନ କୃଷ୍ଣ ପ୍ରତିପଦାରୁ ଅମାବସ୍ୟାପର୍ଯ୍ୟନ୍ତ ପକ୍ଷ,ଯେଉଁଥିରେ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଏବଂ ବ୍ରାହ୍ମଣ ଭୋଜନ ଦିଆଯାଇଥାଏ
Example :
ମୋର ବୁଢ଼ାବାପା ଆସନ୍ତା ପିତୃପକ୍ଷରେ ପିଣ୍ଡ ଦାନ କରିବା ପାଇଁ ଗୟାକୁ ଯିବେ
Synonyms : ପିତରପକ୍ଷ, ପିତୃପକ୍ଷ, ପ୍ରେତପକ୍ଷ
Translation in other languages :
An amount of time.
A time period of 30 years.