Meaning : ପିତୃ ପୁରୁଷମାନଙ୍କ ଉଦ୍ଦେଶ୍ୟରେ ଅର୍ପିତ ରନ୍ଧା ହୋଇଥିବା ଖାଦ୍ୟ ଶସ୍ୟ ବା ତାହାର ଚୂନାଆଦିର ଗୋଲ ଗୁଣ୍ଡା
Example :
ସେ ପିତୃପୁରଷମାନଙ୍କ ନିମନ୍ତେ ପିଣ୍ଡ ତିଆରି କରି କାଉମାନଙ୍କ ଖାଇବାପାଇଁ ରଖିଦେଲା
Synonyms : ପିଣ୍ଡ
Translation in other languages :
पके हुए अन्न या उसके चूर्ण आदि का गोल लौंदा जो श्राद्ध में पितरों के नाम पर दिया जाता है।
उसने पितरों के लिए पिंड बनाकर कौओं के खाने के लिए रख दिया।