Meaning : କାହାରି ସଙ୍ଗେ ପ୍ରେମ ବା ସ୍ନେହ କରିବା ବା ସଂପର୍କ ରଖିବା
Example :
ମାଆ ବଡ଼ ଭାଈଙ୍କୁ ସବୁଠୁ ବେଶୀ ଆଦର କରନ୍ତି
Synonyms : ଆଦର କରିବା, ସ୍ନେହ କରିବା
Translation in other languages :
Meaning : ପ୍ରେମ ପ୍ରକଟ କରିବା
Example :
ସେ ତାଙ୍କ ପିଲାଙ୍କୁ ବହୁତ ଭଲ ପାଆନ୍ତି
Synonyms : ଭଲ ପାଇବା, ସ୍ନେହ କରିବା
Translation in other languages :