Subscribe
URL of the page has been copied to clipboard.
Meaning : ଯାହାକୁ ଶୋଷଣ କରାଯାଇଛି
Example : ମାଟିଦ୍ୱାରା ଶୋଷିତ ଜଳର କିଛି ଅଂଶ ଗଛ ପ୍ରାପ୍ତକରେ
Synonyms : ଅବଶୋଷିତ
Translation in other languages :हिन्दी
जिसका अवशोषण हुआ हो।
Meaning : କୌଣସି ବ୍ୟକ୍ତି, ସମାଜ ଆଦିଦ୍ୱାରା ଯାହାଙ୍କୁ ଶୋଷଣ କରାଯାଉଛି
Example : ଶୋଷିତ ବର୍ଗଙ୍କ ଉତ୍ଥାନ ନିମନ୍ତେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ
किसी व्यक्ति, समाज आदि के द्वारा जिसका शोषण हुआ हो।
Install App