Meaning : କୌଣସି ବସ୍ତୁଆଦିକୁ ଅବଶୋଷିତ କରିବାର ପ୍ରକ୍ରିୟା
Example :
ଗଛବୃଚ୍ଛ ଭୂମିରୁ ଜଳ ତଥା ସାର ଶୋଷଣ କରନ୍ତି
Synonyms : ଅବଶୋଷଣ
Translation in other languages :
(chemistry) a process in which one substance permeates another. A fluid permeates or is dissolved by a liquid or solid.
absorption, soaking upMeaning : ଦୁର୍ବଳ ବା ଅଧୀନସ୍ଥ ବ୍ୟକ୍ତିଙ୍କ ପରିଶ୍ରମ, ଆୟ ଆଦିରୁ ଅନୁଚିତ ଲାଭ ଉଠାଇବାର କ୍ରିୟା
Example :
ଠିକାଦାର ଶ୍ରମିକମାନଙ୍କୁ ଶୋଷଣ କରି ନିଜ ଲାଭ ଉଠାଉଛି
Translation in other languages :
An act that exploits or victimizes someone (treats them unfairly).
Capitalistic exploitation of the working class.