Meaning : ସୁନ୍ଦର ହେବା ବା ଲାଗିବାର ଅବସ୍ଥା ବା ଭାବ
Example :
ବସନ୍ତର ଶୋଭା ଚାରିଆଡେ ଦିଶୁଛି
Synonyms : କାନ୍ତି, ସୌନ୍ଦର୍ଯ୍ୟ
Translation in other languages :
Pleasantness resulting from agreeable conditions.
A well trained staff saw to the agreeableness of our accommodations.Meaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ଶୋଭାର ପ୍ରତ୍ୟେକ ପାଦରେ ଯଗଣ, ମଗଣ, ଦୁଇଟି ନଗଣ ଏବଂ ଦୁଇଟି ଗୁରୁ ଥାଏ
Translation in other languages :