Meaning : ଶୋଇବା କାମ
Example :
ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି
Synonyms : ଶୟନ
Translation in other languages :
Meaning : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
Example :
କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
Synonyms : ଗଡ଼ିବା
Translation in other languages :
Meaning : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
Example :
ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
Synonyms : ନିଦ୍ରାଯିବା, ଶୟନ କରିବା
Translation in other languages :