Meaning : କୌଣସି ପଦର ଶେଷରେ ଆସୁଥିବା ଅକ୍ଷର
Example :
ଏହି କବିତାର ପ୍ରତ୍ୟେକ ପଦର ଶେଷ ବର୍ଣ୍ଣ ସମାନ
Synonyms : ଅନ୍ତିମବର୍ଣ୍ଣ, ଅନ୍ତ୍ୟବର୍ଣ୍ଣ, ଅନ୍ତ୍ୟାକ୍ଷର
Translation in other languages :
किसी पद के अंत में आने वाला अक्षर।
इस कविता के सभी पदों का अंत्यवर्ण एक ही है।