Meaning : ଶେଷ କରିବା ବା ରହିବାକୁ ନ ଦେବା
Example :
ସେ ରାମଠାରୁ ନିଜ ସଂପର୍କ ତୁଟାଇଦେଲା ସେ ଚୁକ୍ତି ଭଙ୍ଗ କଲା
Synonyms : ତୁଟାଇବା, ଭଙ୍ଗ କରିବା, ସମାପ୍ତ କରିବା
Translation in other languages :
खत्म करना या न रहने देना।
उसने राम से अपने रिश्ते तोड़ लिए।Meaning : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
Example :
ପ୍ରଥମେ ଏହି କାମ ଶେଷ କର
Synonyms : ପୂରା କରିବା, ପୂର୍ଣ୍ଣକରିବା, ସମାପ୍ତ କରିବା
Translation in other languages :
किसी काम या वस्तु आदि का अंत करना।
पहले यह काम खत्म करो।Meaning : କୌଣସି କାମରେ ବାକି ନ ରହିବା
Example :
ଆପଣ କଣ ଖାଇବା ସାରିଲେଣି?
Synonyms : ସମାପ୍ତ କରିବା, ସାରିବା
Translation in other languages :