Meaning : ଗୋଟିଏ କାହାଣୀ ଅନୁସାରେ ଦଶରଥଙ୍କ ଜ୍ୱାଇଁ ଭାବେ ପରିଚିତ ହେଉଥିବା ଜଣେ ଋଷି
Example :
ଥରେ ରାଜା ପରୀକ୍ଷିତ ଶୃଙ୍ଗୀଙ୍କ ଗଳାରେ ମଲା ସାପ ଝୁଲାଇ ଦେଇଥିଲେ,ଯେଉଁଥିରେ କ୍ରୋଧିତ ହୋଇ ଶୃଙ୍ଗୀ ଋଷି ଶାପ ଦେଇଥିଲେ
Synonyms : ଋଷ୍ୟଶୃଙ୍ଗ, ଶୃଙ୍ଗୀ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sageMeaning : ଯେଉଁଥିରେ ଶିଙ୍ଗ ଅଛି ବା ମିଳେ
Example :
ଗାଈ ଏକ ଶିଙ୍ଗଯୁକ୍ତ ପ୍ରାଣୀ
Synonyms : ଶିଙ୍ଗଦାର, ଶିଙ୍ଗଯୁକ୍ତ, ସିଙ୍ଗଯୁକ୍ତ
Translation in other languages :
Having a horn or horns or hornlike parts or horns of a particular kind.
Horned viper.