Meaning : ଶୃଙ୍ଗାର ସମ୍ବନ୍ଧୀୟ ବସ୍ତୁ ରଖିବାର ପାତ୍ର
Example :
ଶୀଲାର ଶୃଙ୍ଗାରବାକ୍ସ କ୍ରିମ, ପାଉଡର, ଅତର ଆଦିରେ ଭର୍ତ୍ତି ହୋଇଛି
Synonyms : ଶୃଙ୍ଗାରବାକ୍ସ
Translation in other languages :
सिंगार संबंधी वस्तुएँ रखने का पात्र।
शीला का सिंगारदान क्रीम, पाउडर, इत्र आदि से भरा हुआ है।