Meaning : ଖୁରାଥିବା ପଶୁଙ୍କ ମୁଣ୍ଡର ଦୁଇପଟରେ ଥିବା କଠୋର, ଲମ୍ବ ଓ ତୀକ୍ଷଣ୍ ଅବୟବ
Example :
ଏହି ବଳଦର ଗୋଟିଏ ଶିଙ୍ଗ ଭାଙ୍ଗିଯାଇଛି
Translation in other languages :
One of the bony outgrowths on the heads of certain ungulates.
hornMeaning : ପାହାଡ଼ର ଶୀର୍ଷ ଦେଶ
Example :
ଭାରତୀୟ ପର୍ବତାରୋହଣକାରୀ ହିମାଳୟର ଶିଖରରେ ପହଁଞ୍ଚି ଜାତୀୟ ପତାକା ଉଡ଼ାଇଲେ
Synonyms : ଗିରିଶିଖର, ପର୍ବତରଶୀର୍ଷଦେଶ, ପର୍ବତଶିଖର, ପର୍ବତଶୀର୍ଷ
Translation in other languages :
पहाड़ की चोटी।
भारतीय पर्वतारोही ने हिमालय के सबसे ऊँचे पर्वत शिखर पर पहुँचकर तिरंगा लहराया।The summit of a mountain.
mountain peak