Meaning : ଲୁହା ଆଦିର ମୂନିଆ ଦଣ୍ଡ ବା ସେହିଭଳି କିଛି ଅନ୍ୟ ଜିନିଷ ଯାହାଉପରେ ବସାଇ ବା ଝୁଲାଇ ପ୍ରାଚୀନ କାଳରେ ଅପରାଧୀକୁ ପ୍ରାଣଦଣ୍ଡ ଦିଆଯାଉଥିଲା
Example :
ଇଂରେଜମାନେ ଅନେକ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶୂଳୀରେ ଚଢ଼ାଇଥିଲେ
Translation in other languages :
A wooden structure consisting of an upright post with a transverse piece.
cross