Subscribe
URL of the page has been copied to clipboard.
Meaning : ଯେ ବହୁତ ବଡ଼ ବୀର
Example : ସେନାପତି କେତେକ ମହାବୀର ଯୋଦ୍ଧାଙ୍କୁ ନିଜ ରଣନୀତି ବିଷୟରେ ଅବଗତ କରାଇଲେ
Synonyms : ମହାବୀର
Translation in other languages :हिन्दी
जो बहुत बड़ा वीर हो।
Meaning : ଯେ ବୀରପୂର୍ବକ କୌଣସି କାମ କରେ
Example : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
Synonyms : ପରାକ୍ରମୀ, ବଳବାନ, ବାହାଦୂର, ବୀର, ଶୂର
जो वीरतापूर्वक कोई काम करे।
Install App