Meaning : ଝାଉଁଳିବା ପ୍ରକ୍ରିୟା
Example :
ଗଛକୁ ଝାଉଁଳାରୁ ରକ୍ଷାକରିବାପାଇଁ ନିୟମିତ ପାଣି ସିଞ୍ଚନ କରିବା ଦରକାର
Synonyms : ଝାଉଁଳା
Translation in other languages :
Meaning : ଶୁଖିଲା ହେବାର ଅବସ୍ଥା ବା ଭାବ
Example :
ଶୀତ ସମୟରେ ଚମଡ଼ାର ଶୁଷ୍କତା ଦୂର କରିବାପାଇଁ ତେଲ ବା କ୍ରିମର ବ୍ୟବହାର କରନ୍ତୁ ଏଠିକାର ପବନରେ ଶୁଷ୍କତା ଅଧିକ
Synonyms : ଅନାର୍ଦ୍ରତା, ଶୁଖିଲାପଣ
Translation in other languages :
The condition of not containing or being covered by a liquid (especially water).
dryness, waterlessness, xerotes