Meaning : ସହାନୁଭୂତି ରଖୁଥିବାଲୋକ
Example :
ଏହି ସଂସ୍ଥାକ ଶୁଶ୍ରୂଷୀର ଆବଶ୍ୟକତା ରହିଛି
Synonyms : ସେବା ଶୁଶ୍ରୂଷା କରୁଥିବା
Translation in other languages :
Meaning : ରୋଗୀର ସେବା ଶୁଶ୍ରୂଷା କରୁଥିବା ଲୋକ
Example :
ଦୂର୍ଘଟଣା ସ୍ଥଳରେ ଶୁଶ୍ରୂଷୀମାନଙ୍କର ସଂଖ୍ୟା କମ୍ ଜଣାପଡ଼ୁଥିଲା
Synonyms : ସେବା ଶୁଶ୍ରୂଷା କରୁଥିବା ବ୍ୟକ୍ତି
Translation in other languages :