Meaning : କୌଣସି ବ୍ୟକ୍ତି, ସମ୍ପତ୍ତି, ବ୍ୟାପାରଆଦି କାମରୁ ଯେଉଁ ଧନକୁ କେହି ଅଧିକାରୀ ନିଜପାଇଁ ନେଇଥାଏ
Example :
ମୋଗଲ ଶାସନ କାଳରେ ଶାସକ ଓ ସାମନ୍ତଙ୍କ ଦ୍ୱାରା ଭାରତୀୟ ଜନତାଙ୍କଠାରୁ ଅନେକ ପ୍ରକାରର କର ଅସୁଲ କରାଯାଉଥିଲା
Synonyms : କର, ଟ୍ୟାକ୍ସ୍, ମାହାସୁଲ
Translation in other languages :
Charge against a citizen's person or property or activity for the support of government.
revenue enhancement, tax, taxation