Meaning : ମୁସଲମାନ ଧର୍ମଶାସ୍ତ୍ର ଅନୁସାରେ ଯେଉଁ ଧନ ବିଧର୍ମୀ ବା କାଫିରଙ୍କ ଠାରୁ ନଗଦ ଟଙ୍କା ଲାଭପାଇଁ ନିଆଯାଏ
Example :
ସେ ଶୁଳ୍କ ଦେବା ବନ୍ଦ କରିଦେଇଛି
Translation in other languages :
Meaning : କୌଣସି ଗାଡିରେ ଚଢ଼ିବାପାଇଁ ଦିଆଯାଉଥିବା କିଛି ଧନ
Example :
ଏଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଭଡ଼ା କେତ ?
Synonyms : ପରିବହନ ଭଡ଼ା, ଭଡା, ଯାତ୍ରା
Translation in other languages :
किसी सवारी पर चढ़ने के लिए दिया जाने वाला कुछ निश्चित धन।
यहाँ से दिल्ली का किराया कितना है?