Meaning : ପରର ହିତ ଇଛା କରୁଥିବା ବ୍ୟକ୍ତି
Example :
ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
Synonyms : ପରହିତୈଷୀ, ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭେଚ୍ଛୁ
Translation in other languages :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherMeaning : ହିତ ବା ଭଲ ଚାହୁଁଥିବା
Example :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
Synonyms : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
Translation in other languages :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।