Subscribe
URL of the page has been copied to clipboard.
Meaning : ଫଳିତ ଜ୍ୟୋତିଷ ଅନୁସାରେ ବାହାରୁଥିବା ସମୟ ଯେତେବେଳେ କିଛି ଶୁଭ କାର୍ଯ୍ୟ କରାଯାଏ
Example : ବିବାହର ଶୁଭ ମୁହୂର୍ତ୍ତ ଆଜି ସଂଧ୍ୟା ସାତଟାରୁ ରାତି ଏଗାରଟା ମଧ୍ୟରେ ରହିଛି
Synonyms : ମଙ୍ଗଳବେଳା, ଶୁଭକାଳ, ଶୁଭଲଗ୍ନ
Translation in other languages :हिन्दी
फलित ज्योतिष के अनुसार निकाला हुआ वह समय जब कोई शुभ काम किया जाए।
Install App