Meaning : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
Example :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
Synonyms : କଲ୍ୟାଣ, ଭଲ, ମଙ୍ଗଳ, ହିତ
Translation in other languages :
A contented state of being happy and healthy and prosperous.
The town was finally on the upbeat after our recent troubles.Meaning : ଯାହା ଶୁଭ ବା ଭଲ
Example :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
Synonyms : ପୁଣ୍ୟ, ଭଲ, ମାଙ୍ଗଳିକ
Translation in other languages :
Auguring favorable circumstances and good luck.
An auspicious beginning for the campaign.