Meaning : ଯେଉଁଥିରେ ସ୍ନେହ ବା ପ୍ରେମ ନାହିଁ
Example :
ତାର ଶୁଖିଲା ନିମନ୍ତ୍ରଣକୁ ମୁଁ ଅସ୍ୱୀକାର କଲି
Synonyms : ଆଦରବିହୀନ, ନୁଖୁରା, ପ୍ରେମଶୂନ୍ୟ, ସ୍ନେହ ରହିତ
Translation in other languages :
Meaning : ଯେଉଁଥିରୁ ଜୀବନୀ ଶକ୍ତିର ସୂଚକ ସତେଜତା ଚାଲିଯାଇଛି
Example :
ଶୁଖିଲା ଗଛ ଝଡ଼ରେ ଉପୁଡ଼ିଗଲା
Synonyms : ଶୁଷ୍କ
Translation in other languages :