Meaning : ସୌରଜଗତର ଯେଉଁ ଗ୍ରହ ପୃଥିବୀ ଅପେକ୍ଷା ସୂର୍ଯ୍ୟର ଅଧିକ ନିକଟବର୍ତ୍ତୀ
Example :
ବୈଜ୍ଞାନିକ ଶୁକ୍ରଙ୍କ ବିଷୟରେ ମିଳିଥିବା ତଥ୍ୟଗୁଡ଼ିକୁ ଏକତ୍ରୀତ କରିବାରେ ଲାଗିଛନ୍ତି
Synonyms : ଶୁକ୍ରଗ୍ରହ
Translation in other languages :
Meaning : ଯେଉଁ ଋଷିଙ୍କୁ ଦାନବଙ୍କର ଗୁରୁ ବୋଲି ବିଚାର କରାଯାଏ
Example :
ରାକ୍ଷସମାନଙ୍କର ଉତ୍ଥାନ ନିମନ୍ତେ ଶୁକ୍ରାଚାର୍ଯ୍ୟ ସବୁବେଳେ ପ୍ରଯତ୍ନରତ ଥିଲେ
Synonyms : ଅସୁରାଚାର୍ଯ୍ୟ, ଦୈତ୍ୟଗୁରୁ, ଭାର୍ଗବ, ଶୁକ୍ରାଚାର୍ଯ୍ୟ
Translation in other languages :
एक ऋषि जो दानवों के गुरु माने जाते हैं।
शुक्राचार्य राक्षसों का उत्थान करने के लिए सदा प्रयत्नरत रहते थे।An imaginary being of myth or fable.
mythical being