Meaning : ଅନ୍ୟ ଲୋକକୁ ଶୋଇବାପାଇଁ ପ୍ରବୃତ୍ତ କରିବା
Example :
ଡାକ୍ତର ରୋଗୀକୁ ଚିକିତ୍ସା କରିବାପାଇଁ ଖଟ ଉପରେ ଶୁଆଇଲେ
Synonyms : ଗଡ଼େଇବା
Translation in other languages :
Meaning : ଶୋଇବାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ଚିକିତ୍ସକ ଲୋକଙ୍କଦ୍ୱାରା ରୋଗୀକୁ ଖଟରେ ଶୁଆଉଛନ୍ତି
Synonyms : ଶୟନ କରାଇବା
Translation in other languages :