Meaning : କୌଣସି ବସ୍ତୁ, ସ୍ଥାନଆଦିର ଉପର ଭାଗ
Example :
ବଢ଼ି ଦାଉରୁ ରକ୍ଷା ପାଇବାପାଇଁ ସେ ଗାଁର ସବୁଠୁ ଉଚ୍ଚ ସ୍ଥାନରେ ନିଜର କୁଡ଼ିଆ ତିଆରି କଲା
Synonyms : ଉଚ୍ଚଭାଗ, ଉଚ୍ଚସ୍ଥାନ, ଉପରିଭାଗ, ଢିପ, ଶିଖରଭାଗ, ଶିରୋଭାଗ, ଶୀର୍ଷସ୍ଥାନ
Translation in other languages :
किसी वस्तु, स्थान आदि के ऊपर का भाग।
उसने बाढ़ से बचने के लिए गाँव के सबसे ऊपरी भाग में अपनी कुटिया बनाई।The upper part of anything.
The mower cuts off the tops of the grass.Meaning : ଉପର ଆଡ଼କୁ ବିସ୍ତାର ବା ଭୂମିରୁ ନେଇ ଏକଦମ ଉପର ପର୍ଯ୍ୟନ୍ତ ବିସ୍ତାର
Example :
କୁତବମୀନାରର ଉଚ୍ଚତା ବହୁତ ଅଧିକ ତା’ର ଉଚ୍ଚତା ମୋ ଭାଇ ସହିତ ସମାନ ତାହାର ପ୍ରସିଦ୍ଧି ଉଚ୍ଚ ସ୍ଥାନରେ ଅଛି
Translation in other languages :
ऊपर की ओर का विस्तार या आधार से लेकर एकदम ऊपर तक का विस्तार या ऊँचा होने की अवस्था या भाव।
कुतुब मीनार की ऊँचाई बहुत अधिक है।Meaning : ଜ୍ୟାମିତିରେ ଏହି ବିନ୍ଦୁ ଯାହାଉପରେ ଦୁଇଦିଗରୁ ଦୁଇଟି ତେରଛା ରେଖା ଆସି ମିଳିତ ହୋଇଥାନ୍ତି
Example :
ଏହି ତ୍ରିଭୂଜର ଶୀର୍ଷର କୋଣ ୭୦ ଡିଗ୍ରୀ
Translation in other languages :
The point of intersection of lines or the point opposite the base of a figure.
vertexMeaning : କୌଣସି ବସ୍ତୁ, ସ୍ଥାନଆଦିର ସବୁଠୁ ଉପରି ଭାଗ
Example :
ଏହି ମନ୍ଦିରର ଶିଖର ଦେଶରେ ଏକ ଗେରୁଆ ରଙ୍ଗର ପତକା ଉଡ଼ୁଛି ଶ୍ୟାମ ସଫଳତାର ଶିଖରରେ ପହଁଞ୍ଚିଯାଇଛି
Synonyms : ଶିଖର
Translation in other languages :