Meaning : କଳା ସମ୍ବନ୍ଧୀୟ ଯେଉଁ କର୍ମ କରିବାପାଇଁ ଜ୍ଞାନ ସହିତ କୌଶଳ ଓ ଅଭ୍ୟାସର ଆବଶ୍ୟକ ହୁଏ
Example :
କଳାକାରୀ ସମସ୍ତଙ୍କ ଦ୍ୱାରା ହୋଇପାରେ ନାହିଁ
Synonyms : କଳାକର୍ମ, କଳାକାରିତା, କଳାକାରୀ, ଶିଳ୍ପଚତୁରୀ
Translation in other languages :
The creation of beautiful or significant things.
Art does not need to be innovative to be good.