Meaning : ମୁଣ୍ଡରେ ପିନ୍ଧା ଯାଉଥିବା ଗହଣା
Example :
ଆଜିକାଲି ସ୍ତ୍ରୀଲୋକମାନେ ଅନେକ ପ୍ରକାର ଶିରୋଭୂଷଣ ଧାରଣ କରୁଛନ୍ତି
Translation in other languages :
Meaning : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
Example :
ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
Translation in other languages :